Skip navigation
ankaprasna-samadhana-1901_text.pdf.jpg
Reference Book
Primary
1901

ନିମ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମଧ୍ୟଶ୍ରେଣୀ ବିଦ୍ୟାଳୟମାନଙ୍କରେ ପାଟୀଗଣିତର ଯେଉଁ ଯେଉଁ ବିଷୟର ଶିକ୍ଷା ଦିୟାଯାଏ ସକଳପ୍ରକାର ଅଙ୍କପ୍ରଶ୍ନ ନାନାପ୍ରସିଦ୍ଧ ଦେଶୀୟ ଓ ଇଂରାଜୀ ଗ୍ରନ୍ଥର ଆଦର୍ଶ ଅନୁସାରେ ପ୍ରସ୍ତୁତ ଓ ଯଥୋରଭରୁୂବପ ଶ୍ରେଣୀବଦ୍ଧ ବଣ୍ଣୀବକ୍ଧ ହୋଇ ସମାଧାନ ସହ ସନ୍ନିବେଶିତ ହେଇଅଛି |

1
165
0
0
anu_page-0001.jpg
Other Educational Book
Middle
1999

ସୃଜନିକା ଦ୍ୱାରା ପ୍ରକାଶିତ ଏହି ବହିଟି ଛାତ୍ର ଛାତ୍ରୀ ମାନଙ୍କୁ ଖଗୋଳ ବିଜ୍ଞାନ ବିଷୟରେ ଶିକ୍ଷା ଦେଵାପାଇଁ ଉପଯୋଗୀ ଅଟେI

1
469
0
0
anugolara-bhugola-o-itihasa-1895_text.pdf.jpg
Other Educational Book
Middle
1895

ଏହି ପୁସ୍ତକଟିରେ ଆଙ୍ଗୁଲର ଭୂଗୋଳ ଓ ଇତିହାସ ବିଷୟରେ ଲେଖିଛନ୍ତି | ଏହି ପୁସ୍ତକଟି ଲେଖକ ଦ୍ୱାରା ଅନେକ ବିଚାରପୂର୍ବକ ପ୍ରସ୍ତୁତ କରାଯାଇଛି |

1
170
0
0
upper-primary-arithmetics-1886_text.pdf.jpg
Textbook
Primary
Class 4
1886

ଏହି ପୁସ୍ତକ ଗବର୍ଣ୍ଣମେଣ୍ଟ ବୂକ ଡିପୋ ଦ୍ୱାରା ୧୮୮୬ ମସିହାରେ ପ୍ରକାଶିତ ହେଇଥିଲା | ଏହି ପୁସ୍ତକଟି ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀମାନଙ୍କ ଗଣିତ ଶିକ୍ଷା ଦେବାପାଇଁପାଇଁ ବ୍ୟବହୃତ ହୋଇଥିଲା |

1
194
0
0
abhinaba-bharata-itihasa-1938_text.pdf.jpg
Textbook
Middle
Class 6
1938

"ଅଭିନବ ଭାରତ ଇତିହାସ : ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ" ବହିଟି ସ୍ୱାଧୀନତା ପୂର୍ବରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ଇତିହାସ ଶିକ୍ଷା ଦେଵାପାଇଁ ଉପଯୋଗୀ ଅଟେ I ଏହି ବହିଟି ୧୯୩୮ ରେ ଡା ସ୍ଟୁଡେଣ୍ଟ ଷ୍ଟୋରେ ଦ୍ୱାରା ପ୍ରକାଶିତୋ ହେଇଛି I

1
202
0
0
AMO_Odia_Byakorono_8th_Class_Thumbmail.jpg
Textbook
Middle
Class 8
2019

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର ଦ୍ୱାରା ପ୍ରକାଶିତ ଏହି ବହିଟି ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ଓଡ଼ିଆ ବ୍ୟାକରଣ ଶିକ୍ଷା ଦେଵାପାଇଁ ଉପଯୋଗୀ ଅଟେ I

3
3970
0
0
AMO PARIBESHO_page-0001.jpg
Textbook
Primary
Class 4
2016

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର ଦ୍ୱାରା ପ୍ରକାଶିତ ଏହି ବହିଟି ଚତୁର୍ଥ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ପରିବେଶ ବିଜ୍ଞାନ ଶିକ୍ଷା ଦେଵାପାଇଁ ଉପଯୋଗୀ ଅଟେ I

6
1713
0
0
inraja-rajatwa-1893_text.pdf.jpg
Textbook
Middle
1893

୧୮୯୩ ମସିହାରେ ସଚ୍ଚିଦାନନ୍ଦ ଦେବଙ୍କ ଦ୍ୱାରା "ଇଂରାଜ ରାଜତ୍ୱ : ୨ୟ ସଂସ୍କରଣ, ପରିବର୍ତନ ଓ ପରିବର୍ଦ୍ଧିତ" ପୁସ୍ତକ ସଂକଳିତ ହୋଇଛି | ସ୍ୱାଧୀନତା ପୂର୍ବରୁ ଇଂରାଜ ଶାସନ ପ୍ରସଙ୍ଗରେ ସମ୍ବଲପୁରର ବିଦ୍ୟାଳୟରେ ଶିକ୍ଷା ଦେବାପାଇଁ ବ୍ୟବହୃତ ହୋଇଥିଲା |

1
182
0
0
ITIHASO_O_RAJNITI_BIGYAN_CLASS_10_THUMBNAIL.jpg
Textbook
Secondary
Class 10
2020

ଇତିହାସ କେବଳ ଅତୀତର ବହୁବିଧ ଘଟଣାବଳୀର ସମାହାର ନୁହେଁ - ଏହା ଅତୀତ, ବର୍ଭମାନ ଓ ଭବିଷ୍ୟତର ସଂଯୋଜକ ଭୁମିକା ଗ୍ରହଣ କରେ । ଇତିହାସ ପଠନର ଆବଶ୍ୟକତା ହେଉଛି ଆମ ଜାତି, ବ୍ୟକ୍ତି ଓ ସଂସ୍କୃତି ବିଷୟରେ ଜ୍ଞାନ ଆହରଣ କରି ନିଜ ଚିନ୍ତାଧାରା ଓ ଜୀବନ ପ୍ରଣାଳୀକୁ ସୁସଂଯତ କରିବା | ଇତିହାସ ପାଠ୍ୟକ୍ରମରେ ସଂଯୋଜିତ ବିଷୟବସ୍ତୁଗୁଡ଼ିକ ମଧ୍ୟରେ ଆଧୁନିକ ଭାରତ ଇତିହାସ ପ୍ରଚ୍ଛଦପଟରେ ଓଡ଼ିଶା ଇତିହାସର ବିଭିନ୍ନ ଘଟଣାବଳୀ ପ୍ରାଞ୍ଜଳ ଭାବରେ ଏହି ପୁସ୍ତକରେ...

1
987
0
0
itihash 8_page-0001.jpg
Textbook
Middle
Class 8
2011

ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସମାଜରେ ତାର ଜନ୍ମ, ବିକାଶ ଓ ବିଲୟ | ସେହି ସମାଜ ବିଷୟରେ ବିଶେଷ ଜ୍ଞାନକୁ “ସାମାଜିକ ବିଜ୍ଞାନ”” କୁହାଯାଏ | ଅଷ୍ଟମ ଶ୍ରେଣୀ ନିମନ୍ତେ ଉଦ୍ଦିଷ୍ଟ ଏହି “ସାମାଜିକ ବିଜ୍ଞାନ7” ଇତିହାସ, ରାଜନୀତି ବିଜ୍ଞାନ ଓ ଭୂଗୋଳର ଏକ ସଂଯୁକ୍ତ ପାଠ୍ୟପୁସ୍ତକ । ଏହା ଜାତୀୟ ଶିକ୍ଷା ଗବେଶଣା ଓ ପ୍ରଶିକ୍ଷଣ ପରିଷଦ, ନୂଆଦିଲ୍ଲୀ ତଥା ଆମ ରାଜ୍ୟ SCF-2007 ନମୁନା ପାଠ୍ୟ ଖସଡ଼ା ଉପରେ ଆଧାରିତ । ଭୂଗୋଳ” ରେ ଜଣେ ଶିକ୍ଷାର୍ଥୀ ଏ ବିଶ...

1
1423
0
0
Itihash_O_Rajniti_Bigyan_Class_9_Thumbnail.jpg
Textbook
Secondary
Class 9
2019

ନବମ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଇତିହାସ ଓ ରାଜ ନୀତି ବିଜ୍ଞାନ ପୁସ୍ତକଟି ସାମାଜିକ ବିଜ୍ଞାନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ସ୍ଵତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି । ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (NCERT), ନୂଆଦିଲ୍ଲୀ ତଥା ଆମ ରାଜ୍ୟ ଓଡ଼ିଶାର SCF-2007 ନମୁନା ପାଠ୍ୟ ଖସଡ଼ା ଉପରେ ଏହି ପୁସ୍ତକଟି ପ୍ରସ୍ତୁତ କରାଯାଇଛି । ଇତିହାସ ପାଠ୍ୟ ମାଧ୍ଯମରେ ଶିକ୍ଷାର୍ଥୀ ସମଗ୍ର ପୂଥ୍ବବୀର ପ୍ରବହମାନ ଘଟଣାବଳୀ ଜାଣିବା ସହିତ ସଂସ୍କୃତି,...

1
1604
0
0
history_page-0001.jpg
Textbook
Middle
Class 6
2016

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର ଦ୍ୱାରା ପ୍ରକାଶିତ ଏହି ବହିଟି ଷଷ୍ଠ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ଇତିହାସ ଓ ରାଜନୀତି ବିଜ୍ଞାନ ଶିକ୍ଷା ଦେଵାପାଇଁ ଉପଯୋଗୀ ଅଟେ I

6
1613
0
0