ନିମ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମଧ୍ୟଶ୍ରେଣୀ ବିଦ୍ୟାଳୟମାନଙ୍କରେ ପାଟୀଗଣିତର ଯେଉଁ ଯେଉଁ ବିଷୟର ଶିକ୍ଷା ଦିୟାଯାଏ ସକଳପ୍ରକାର ଅଙ୍କପ୍ରଶ୍ନ ନାନାପ୍ରସିଦ୍ଧ ଦେଶୀୟ ଓ ଇଂରାଜୀ ଗ୍ରନ୍ଥର ଆଦର୍ଶ ଅନୁସାରେ ପ୍ରସ୍ତୁତ ଓ ଯଥୋରଭରୁୂବପ ଶ୍ରେଣୀବଦ୍ଧ ବଣ୍ଣୀବକ୍ଧ ହୋଇ ସମାଧାନ ସହ ସନ୍ନିବେଶିତ ହେଇଅଛି |
"ଜୀବନ, ଆଲୋକ ଓ ପରିଚ୍ଛନ୍ନତା" ପୁସ୍ତକଟି ଚନ୍ଦ୍ରମଣି ମହାପାତ୍ର ଦ୍ୱାରା ୧୯୩୦ ମସିହାରେ ଲିଖିତ ଏବଂ ପ୍ରକାଶିତ ହେଇଛି | ଏହି ପୁସ୍ତକଟିରେ ଛାତ୍ରଛାତ୍ରୀ ମାନଙ୍କ ସହାୟତା ପାଇଁ ପ୍ରଶ୍ନ-ଉତ୍ତର ଦିଆଯାଇଛି | ଏହି ପୁସ୍ତକଟି ଏକ ଗାଇଡ୍ ବୁକ୍ ଭାବରେ ବ୍ୟବହୃତ ହୁଏ |